ଯୁଦ୍ଧ ଅବସାନ ନେଇ ଆଶା : ଉତ୍ତର-ୟୁକ୍ରେନରେ ସାମରିକ ଅଭିଯାନ କମାଇବାକୁ ରୁଷର ଘୋଷଣା

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ନିରାଶା ମଧ୍ୟରେ କିଛିଟା ଆଶାଜନକ ଖବର ମିଳିଛି। ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ରୁଷ ସଂକେତ ଦେଇଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛିଟା ଅଗ୍ରଗତି ହୋଇଥିବାରୁ ରୁଷ ଏହି ନିଷ୍ପତ୍ତି ନେଇଛି। ରୁଷର ଉପ-ପ୍ରତିରକ୍ଷାମନ୍ତ୍ରୀ ଆଲେକ୍ସାଣ୍ଡାର ଫୋମିନ କହିଛନ୍ତି ଯେ ୟୁକ୍ରେନ ନିରପେକ୍ଷ ରହିବା ଓ ଅଣ-ଆଣବିକ … Continue reading ଯୁଦ୍ଧ ଅବସାନ ନେଇ ଆଶା : ଉତ୍ତର-ୟୁକ୍ରେନରେ ସାମରିକ ଅଭିଯାନ କମାଇବାକୁ ରୁଷର ଘୋଷଣା